Subject+verb
When a word is formed in a word, the word is called a verse. These verses are in a certain order in the sentence. At least two words are needed to make the sentence. One is a doer and the other is a word. The verb is absolutely necessary and the sentence is first the Subject and then the verb Subject verb.
ବାକ୍ୟଟିଏ ଶବ୍ଦରେ ତିଆରି ଶବ୍ଦ ବାକ୍ୟରେ ରହିଲେ ତାକୁ ପଦ କହନ୍ତି ଏହି ପଦ ଗୁଡିକ ବାକ୍ୟରେ ଏକ ନିର୍ଦିଷ୍ଟ କ୍ରମରେ ରହିଥାନ୍ତି ଵାକୟାଟିକୁ ତିଆରି ପାଇଁ ଅତି କମରେ ଦୁଇଟି ପଦ ଦରକାର ଗୋଟିଏ ହେଲା doer (କର୍ତ୍ତା - Subject) ଏବଂ ଅନ୍ୟଟି ହେଲା doing word (କ୍ରିୟା - verb) ଗୋଟିଏ ସାଧାରଣ ଇଂରାଜୀ ବାକ୍ୟ ପାଇଁ କାର୍ତ୍ତଟିଏ ଏବଂ କ୍ରିୟାଟିକୁ ନିତ୍ୟାନ୍ତ ଦରକାର ଏବଂ ବାକ୍ୟରେ ପ୍ରଥମେ କର୍ତ୍ତା (Subject) ଏବଂ ତାପରେ କ୍ରିୟା (verb) ରହେ Subject +verb.
जब किसी शब्द से कोई शब्द बनता है तो उस शब्द को पद्य कहते हैं। ये छंद वाक्य में एक निश्चित क्रम में हैं। वाक्य बनाने के लिए कम से कम दो शब्दों की आवश्यकता होती है। एक कर्ता है और दूसरा शब्द है। क्रिया नितांत आवश्यक है और वाक्य पहले सब्जेक्ट और फिर क्रिया है सब्जेक्ट वर्ब
ମୁଁ ପଢେ I
read
ତୁମେ ଖେଳ You play
ସୀତା ନାଚେ Sita
dances
ମାଛ ପହଁରନ୍ତି Fish swim
ପବନ ବହେ The wind blows
ବରଫ ତରଲେ The ice melted बर्फ पिघल गई
ମୁଁ ଗଲି I'm gone मैं गया हूं
ସେ ଆସିଲେ He came वो आया
ମୁଁ କାନ୍ଦିଲି I cried मैं रोया
ତୁମେ ହାସିଲ You won तुम जीते
ଗୀତା ଗାଇଲା The Gita sang गीता गाय
ସୀତା ନାଚିଲା Sita danced सीता ने नृत्य किया
0 Comments
do you want to talk with us directly ?
this is working for you for your benefits