NEO LETHIC AGE ALL QUESTIONS AND ANSWER

NEO LETHIC AGE ALL QUESTIONS AND ANSWER 

1. ଭାରତେର ନୂତନ ȄƱର ଯୁଗର ପରିବȻାƌ େକେତ ସମୟ džଲା । େକେତ ସୁŶା ନୂତନ ȄƱର ଯୁଗର ମାନବ

େଗାƪୀଗତ ଜୀବନ ଆରƗ କରିdžେଲ ?

C:- ଭାରତେର DZୀ.ପୂ. ୫୦୦୦ରୁ ଆରƗ େହାଇ ୪୦୦୦ ଯାଏଁ ନୂତନ ȄƱର ଯୁଗୀୟ ସଭȻତା ପରିବȻାƌ džଲା।

DZୀ.ପୂ ୭୦୦୦ ବଷƽ ସୁŶା ନୂତନ Ȅǩତର ଯୁଗର ମଣିଷ େଗାƪୀଗତ ଜୀବନ ଆରƗ କରିdžଲା।

2. ଭାରତର େକଉଁଠାେର Ȅଥମ ନୂତନ ȄƱର ଯୁଗୀୟ ସଭȻତା ଗଢ଼ି ଉଠିdžଲା? ବŧƽମାନ ତାହା େକଉଁଠାେର ଅବƳିତ

?

C:- ଭାରତର େମେହରଗଡଠାେର Ȅଥମ ନୂତନ ȄƱର ଯୁଗୀୟ ସଭȻତା ଗଢ଼ି ଉଠିdžଲା । ବŧƽମାନ ତାହା

ପାକିƱାନେର ଅବƳିତ ।

3. ନୂତନ ȄƱର ଯୁଗର ନାମକରଣର ଯଥାଥƽତା କ’ଣ ?

C:- ନୂତନ ȄƱର ଯୁଗର ନାମକରଣର ଯଥାଥƽତା େହଉଛି, Ȅଥମତଃ ଏହି ଯୁଗେର ମଣିଷ ବିଭିƊ ଅƲଶƲ ଏବଂ

ଉପକରଣଗୁଡ଼ିକୁ ȄƱରେର ତିଆରି କରି ମସୃଣ କରୁdžଲା ।Ÿିତୀୟତଃ, ଏହି ଯୁଗର ମଣିଷମାେନ ଚକର ଉŹାବନ କରିବା

ସହିତ ପଶୁପାଳନ, କୃଷି, ଗୃହନିମƽାଣ, ଲୁଗାବୁଣା ଆଦି ଶିŁା କରିdžଲା ।

4. େକେବ କିଏ ଭାରତେର ନୂତନ ȄƱର ଯୁଗର Ȅମାଣ ପାଇdžେଲ ?

C:- DZୀ: ଅ ୧୮୪୨ ମସିହାେର ȎୀଯୁĽ ଏǡ. ଏǎ. କୃƫ ମହୀଶୂର ନିକଟƳ ଲିŏସୁପୁରଠାେର ȄūତାŨିକ ଖନନ Ÿାରା

ନୂତନ ȄƱର ଯୁଗର Ȅମାଣ ପାଇdžେଲ û

5. ଏǎ.ପି. ଏǤ ମଶƿରୀୟ େକେବ ଓ େକଉଁଠି ନୂତନ ȄƱର ଯୁଗୀୟ େକେତକ ଉପକରଣ ପାଇdžେଲ ?

C:- DZୀ.ଅ. ୧୮୬୦େର ଏǎ.ପି. ଏǤ ମଶୁରୀୟ ଆƼାବାଦ ନିକଟƳ େନାǓ ଉପତȻକାର ନୂତନ ȄƱର ଯୁଗ େକେତକ

ଉପକରଣ ପାଇdžେଲ।

6. ନୂତନ ȄƱର ଯୁଗର ସଭȻତା džବା ଓଡ଼ିଶା ସେମତ େକେତଗୁଡ଼ିଏ Ƴାନର ନାମ େଲଖ û

C:- ȄūତାŨିକ ଖନନ Ÿାରା ଅଦȻାବଧୂ ଅେନକ Ƴାନରୁ ନୂତନ ȄƱର ଯୁଗର ସଭȻତା ମିଳିଅଛି, ଯଥା - କାଶȯୀରର

ବୁଲƽାେହାǡ, ମାଇଁŢ, ଦŁିଣ ଭାରତର Ȇƻଗିରି, ସŏମକାଳୁ, ନାଗାଜୁନƽ େକାŢା ଇତȻାଦ ି େସହପି ରି ଓଡ଼ଶି ାର

ରାଧାନଗରଗଡ଼ (ଧମƽଶାଳା, ଜି – ଯାଜପୁର), େବୖଦିପୁର, ଖୁ, ଯଶିପୁର, (ମୟୂରଭś ଜିơା), ସୁƃରଗଡ଼, Ȇାƻଣୀ ନଦୀ

ଉପତȻକା ଅନୁଗୁଳ ଆଦି džଲା ନୂତନ ȄƱର ଯୁଗୀୟ ସଭȻତା còkòQò û

7. ନୂତନ ȄƱର ଯୁଗୀୟ ସଭȻତାର Ƴାନଗୁଡ଼ିକ ଦାŁିଣାତȻର େକଉଁ େକଉଁ ଅřଳରୁ ମିଳିdžଲା ?

C:- ନୂତନ ȄƱର ଯୁଗୀୟ ସଭȻତା ଦାŁିଣାତȻର Ȇƻଗିରି, ସŏନ, କୁଲୁ , ମାƯି (କଣƽାଟକ), ନାଗାଜୁନƽ େକାŢା, ପǤବାଇ

(ଆƈ), ପିୟାମାପơୀ (ତାମିଲନାଡୁ) ଇତȻାଦି ମୁଖȻ ଅଟŽି ।

8. ସବƽȄଥେମ େକେବ େକଉଁଠାରୁ ଚିļଣ ȄƱର ନିମǃତ ଏକ ହାତ ଟାŏିଆ ଆବିƦାର କରାଯାଇdžଲା ?

C:- ସବƽȄଥେମ ୧୮୯୨ DZୀ.ଅ.େର କťƽାଟକର ଲିŏସାଗରଠାରୁ ଚିljକଣ ȄƱର ନିମǃତ ଏକ ହାତଟାŏିଆ ଆବିƦାର

କରାଯାଇdžଲା

9. ଦŁିଣ ଭାରତେର ନୂତନ ȄƱର ଯୁଗୀୟ ସଭȻତା େକେବ ବିକାଶ ଲାଭ କରିdžଲା ? ଏହି ଅřଳର ଅLJବାସୀମାେନ

ମୃତୁȻ ପେର ମଣିଷ ଶରୀରକୁ କ’ଣ କରୁdžେଲ ?

C:- ଦŁିଣ ଭାରତେର ନୂତନ ȄƱର ଯୁଗୀୟ ସଭȻତା DZୀ.ପୂ ୨୫୦୦ରୁ DZୀ.ପୂ ୧୦୦୦ ମżେର ବିକାଶ ଲŁ

କରିdžଲା। ଏହି ଅřଳର ଅLJବାସୀମାେନ ମୃତୁȻ ପେର ଶବକୁ ଘର ଭିତେର ଅଥବା ଘର ଅଗଣାେର ଗାତେଖଳି

େପାତିେଦଇdžେଲ।

10. ଭି. ଡି. କୃƫDzାମୀ ନୂତନ ȄƱର ଯୁଗ ସଭȻତାକୁ େକେବ ଓ େକେତାଟି ଅřଳେର ବିଭĽ କରିଛŽି ?

C:- ଭି. ଡି. କୃƫƸାମୀ ବିଭĽ କରିdžବା ପାřେଗାଟି ଅřଳ େହଲା – (1) ଉŧର ଭାରତୀୟ ଅřଳ ଅଥବା କାଶȯୀର

ଉପତȻକା, (2) ପୂବƽ ଭାରତୀୟ ଅřଳ (ଆସାମ ଆଦି), (3) ଦŁିଣ ଭାରତୀୟ ଅřଳ (େଗାଦାବରୀ ନଦୀର ଦŁିଣାřକ),

(4) ମż ଭାରତୀୟ ଅřଳ (ଗŏା ନଦୀର ଦŁିଣାřଳ), (5) ମż-ପୂବƽ ଭାରତୀୟ ଅřଳ ।

11. ଜାƙୁ ଓ କାଶȯୀର ȄେଦଶƳିତ େଝଲǡ ନଦୀ ଉପତȻକାେର େକଉଁ େକଉଁ Ƴାନେର ନୂତନ ȄƱର ଯୁଗର ସଭȻତା

ଗଢ଼ି ଉଠିdžଲା ଓ େସଗୁଡ଼ିକର ନାମ କ’ଣ džଲା ?

C:- କାƙୁ ଓ କାଶȯୀରେର ତିେନାଟି ȄƱର ସଭȻତା ଗଢ଼ି ଉଠିdžେଲ। େସଗୁଡ଼ିକ େହଲା– ବୁଲƽାେହାǡ ସଭȻତ ଗୁଶଳରାଲ

ସଭȻତା ଏବଂ ମାକƽŢ ସଭȻତା।

12. ଓଡ଼ିଶାର େକଉଁ େକଉଁ Ƴାନେର ନୂତନ ȄƱର ସଭȻତା ଗଢ଼ିଉଠିdžଲା ?

C:- ଓଡ଼ିଶାର ରାଧାନଗର ଗଡ଼ । ଯାଜପୁର ଜିơାର ଧମƽଶାଳା, େବୖଦିପୁର ଅଡ, ମୟୂରଭś ଜିơାର ଯଶିପୁର, ସୁƃରଗଡ଼,

Ȇାƻଣୀନବା ଉପତȻକାର ଅନୁଗୁଳ ଆଦି Ƴାନମାନŋରୁ ନୂତନ ȄƱର ଯୁଗୀୟ ସଭȻତାର ସƆାନ ମିେଳ ।

13. କାଶȯୀରେର େକେବ େକଉଁ Ƴାନେର ȄūତାŨିକ ଖନନ କରାଯାଇ ନୂତନ ȄƱର ସଭȻତା ଆବିƦୃତ େହାଇdžଲା

?

C:- କାଶȯୀରର ବୁକƽୀେହାମଠାେର ୧୯୩୫ ମସିହାେର ȄūତାŨିକ ଖନନ କରାଯାଇ ନୂତନ ȄƱର ସଭȻବା ଆବିƦୃତ

େହାଇdžଲା ।

14. ଟୁନƽାେହାǡ ସଭȻତାର ସମୟକାଳ କ'ଣ džଲା ? ଏହା େକେତ Ʊରୀୟ ସଭȻତା džଲା ?

C:- ଟୁନƽାେହାǡ ସଭȻତାର ସମୟ DZୀ.ପୂ. ୨୩୭୫ରୁ DZୀ.ପୂ. ୧୭୦୦ ମżେର džଲା । ଏହା ଏକ ǿିƱରୀୟ ସଭȻତା

džଲା ।

15. ବିƆȻାřଳର େକଉଁ େକଉଁ Ƴାନେର ȄūତାŨିକ ଖନନ କରାଯାଇ ଏକାଧାରେର େକେତାଟି ସଭȻତା ଆବିƦାର

କରାଯାଇଛି ?

C:- ବିƆȻାřଳର ମିଜƽାପୁର, ଆƼାବାଦ, େବଲଘାଟି, ପେřାପ, କୁନଝୁନ, େଲୗହରିୟା ଆଦି Ƴାନେର ȄūତାŨିକ ଖନନ

କରାଯାଇ ଏକାଧାରେର 2 ଟି ନୂତନ ȄƱର ଯୁଗୀୟ ସଭȻତା, ତାȈ ଏବଂ କସାଂ ଯୁଗର ସଭȻତା ଏବଂ ଐତିହାସିକ

ସମୟର ସଭȻତା ଆବିƦାର କରାଯାଇଛି ।

16. ବିƆȻାřଳେର ନୂତନ ȄƱର ଯୁଗୀୟ ସଭȻତା େକେତ ସମୟ ମżେର Ȅତିƪିତ džଲା । ଏହି ଅřଳର

େଲାକମାେନ େଦୖନƃିନ ଜୀବନେର କଣ ବȻବହାର କରୁdžେଲ ?

C:- ବିƆȻାřଳର ନୂତନ ȄƱର ଯୁଗୀୟ ସଭȻତା ୨୫୦୦ DZୀ.ପ. ରୁ ୧୩୦୦ DZୀ.ପୂ ମżେର Ȅତିƪିତ džଲା ।

ସଭȻତାର େଲାେକ ଦଉଡ଼ି ବŶପାǿ, ମſଣ ଏବଂ ଗଜଚକିଆ ପାǿ, ନାଲିଖŋର ପାǿ ବȻବହାର କରୁdžେଲ ।

ଏତଦବȻତୀତ ଚକଚକିଆ ȄƱର ନିମǃତ ହାତଟାŏିଆ ବȻବହାର କରୁdžେଲ

17. ମż ଭାରତର େକଉଁ ଅřଳରୁ ନୂତନ ȄƱର ଯୁଗୀୟ ସଭȻତାର ସƆାନ ମିଳିଅଛି ? ȄūତŨବିǘମାେନ ଏହି

ସବୁ Ƴାନରୁ େକଉଁ େକଉଁ ଉପକରଣମାନ ଆବିƦୃତ କରିଛŽି ?

C:- ମż ଭାରତର ବିହାରର ସାରଦ ଜିơା Ƴିତ ଟିନାର ଆଦି Ƴାନକୁ ନୂତନ ȄƱର ଯୁଗୀୟ ସଭȻତାର ସƆାନ ମିଳିଅଛି ।

ȄūତŨବିǘମାେନ ଏହିସବୁ Ƴାନରୁ ଚଳଚକିଆ ପୁƱ ଉପକରଣ, ନାଚ ଓ ଶିŏ ନିମǃତ ସରśାମ ଓ ଅƲଶƲ ଏବଂ ଜŏଳ

ମାଟିପାǿର ସƆାନ ପାଇଛŽି ।

18. ମż ଏବଂ ପୂବƽ ଭାରତେର ନୂତନ ȄƱର ଯୁଗୀୟ ସଭȻତା େକେତକ DZୀ.ଅ. େବଳକୁ ବିକାଶ ଲାଭ କରିdžଲା ?

ଏହି ଅଳରୁ ଭୂଖନନରୁ Ȅାƌ େହାଇdžବା ଜିନିଷଗୁଡ଼ିକ କ'ଣ džଲା ? ଏdžରୁ କ’ଣ ଜଣାଯାଏ ?

C:- ମż ଏବଂ ପୂବƽ ଭାରତେର ନୂତନ ȄƱର ଯୁଗୀୟ ସଭȻତା DZୀ.ପୂ. ୨୦,୦୦ େବଳକୁ ବିକାଶଲାଭ କରିdžଲା । ଏହି

ଆřଳରୁ ଭୂଖନନରୁ Ȅାƌ େହାଇdžବା ȁବȻଗୁଡ଼ିକ ମାେର ଚକଚକିଆ ȄƱର ଉପକରଣ, ଦାନ ଓ ଶିŏରୁ ନିମǃତ ସରମ ଓ

ଅବଶ ଏବଂ ରŏୀନ ମାଟିପାǿ džଲା। ହାଡ଼ ଓ ଶିŏ ନିମǃତ ସହମରୁ ଜଣାଯାଏ େଯ େସମାେନ ଶକି ାରୀ ସମୟର ଅŽଭୁ ƽĽ

džେଲ ।

19. ପୂବƽ ଏବଂ ଉŧର ଭାରତର େକଉଁ େକଉଁ ଅřଳରୁ ନୂତନ ȄƱର ଯୁଗୀୟ ସଭȻତା ଆବିƦୃତ ସଭȻତା ଏଠାେର

େକଉଁ ସମୟେର ବିନାଶ ଲାଭ କରିdžବାର ଅନୁମାନ କରିଥାଏ ?

C:- ପୂବƽ ଏବଂ ଉŧର ଭାରତେର ଆସିମ, ନାଗାଲାŢ, େମଘାଳୟ, ଅରୁଣାଚଳ ଆଦି Ȅେଦଶରୁ ନୂତନ ȄƱର ଯୁଗୀୟ

ସଭȻତା ଆବିƦୃତ େହାଇଛି । ଏହି ସଭȻତା DZୀ.ପୂ. ୨୦୦୦ େକଳକୁ ବିନାଶ ଲାଭ କରିdžବାର ଅନୁମାନ କରାଯାଏ।

େସଠାରୁ ଆବିƦୃତ ଜୀବାଶȯଗୁଡ଼ିକରୁ ଜଣାଯାଏ େଯ, ଆଧୁନିକ ମାନବ ଏବଂ ବାନରମାନŋ ମżେର ଆȅିକାର ଅŠାେରାପିେଥଳୟକୁ

ଆଦିମାନବ କୁହାଯାଏ। ଏହାପେର ଅƩାେଲାପିେଥକǩ ଜୀବାଶȯ ଜୀରା, ହାଇେଡଲବଗƽଠାେର େଦDžବାକୁ ମିଳିdžଲା। େହାେମା

ଇେରକȡǩ ମାନବƆୁ ମż ନିଏŠରଥାର ମାନବ କୁହାଯାଏ। ♦ ପରବŧƽୀ ସମୟେର ‘ େହାେମା ମାନବ ଭାବେର େହାେମା ହାବିଲିǩ

ମାେନ େଦଖାେଦଇdžେଲ। ଏହି ମାନବ ଅବାƱବେର ମାନବଶୃŎଳାର Ȅଥମ ସଦସȻ Ȅଜାତି। ଏମାନŋୁ ମż ହƱ ବȻବହାରକାରୀ

ମାନବ କୁହାଯାଏ। ଏହା ପେର "େହାେମା ଇେରକȡǩ" Ȅଜାତିର ମାନବ େଦଖାେଦଇdžେଲ େଯଉଁମାେନ କି ସଳଖ ଛିଡ଼ା େହାଇ

ପାରୁdžେଲ। ଦŁିଣ-ପୂବƽ ଏସିଆର ଜାରା ଦȭୀପେର ଏହି ମାନବର ଜୀବାଶȯ ମିଳିdžଲା। ଏସିଆ, ଆȅିକା ମହାେଦଶ େକେତକ Ƴାନେର

ମż ଏହି ମାନବର ଜୀବାଶȯ ମିଳିଛି। ଆଧୁନିକ ମାନବ ଭାେବ ‘ େହାେମା ସାପିଏସ ମାନବ ବିବŧƽନ Ȅǰିୟାେର ସୃƨି େହଲା ଯାହାକୁ

Ȅକୃତ ମାନ କୁହାଯାଏ। ଏହି ମାନବକୁ ଚିŽାଶୀଳ ମାନବ ବା ବୁŶିସƓƊ ମାନବ କୁହାଯାଏ । ‘େǰାମାଇନନ ମାନବ ଆଧୁନିକ

ମଣିଷଭାେବ ପରିଚିତ େହଲା ।ȄƱରର ବȻବହାରକୁ େନଇ ମାନବର ବିକାଶକୁ Ƴିର କରାଯାଇdžଲା। େସହି ଅନୁସାେର Ȅଥମ

ପଯƽȻାୟ ପୁରାତନ ȄƱର ଯୁଗ, ଦȭତି ୀୟ ପଯƽȻାୟକୁ ମż ȄƱର ଯୁଗ ଏବଂ ତୃ ତୀୟ ପଯƽȻାୟକୁ ନୂତନ ȄƱର ଯୁଗ କୁହାଯାଏ।

ପୁରାତନ ȄƱର ଯୁଗ DZୀ.ପୂ. ୬ଲŁରୁ DZୀ.ପୂ. େଦଢ଼ଲŁ ବଷƽ ମżେର ଧାଯƽȻ କରାଯାଇଥାଏ । େକେତକ Ȅūତାର ଏହି

ସମୟକାଳରୁ DZୀ.ପୂ. ୮୦୦୦ ମż େବାଲି ମତବȻĽ କରିଛŽି ।ମż ȄƱର ଯୁଗର ସମୟକାଳକୁ ସାଧାରଣତଃ DZୀ.ପୂ.

୧୫୦୦୦୦ରୁ DZୀ.ପୂ. ୩୫୦୦୦ ଧାଯƽȻ କରାଯାଇ େସହିପରି ନୂତନ ȄƱର ଯୁଗକୁ DZୀ.ପୂ. ୩୫୦୦୦ ରୁ DZୀ.ପୂ. ୧୦,୦୦୦

ମżେର ଧାଯƽȻ କରାଯାଇଥାଏ। ଅନȻ େକେତକ ȄūତାŨିକ ଏହି ସମୟକାଳକୁ DZୀ.ପୂ. ୪୦୦୦ ରୁ DZୀ.ପୂ. ୨୫୦୦ ମżେର େବାଲି

ମଙ” କରିଛŽି ।♦ ଉŬŧି କାଳକୁ ମାନବକୁ ଏକ ଶିକାରୀ-ସଂDzହକାରୀ ରୂପେର େଦDžବାକୁ ମିଳିdžଲା । Ȅକୃତିର ଗଳିତ ଖାଦȻ, ସହ

େସ ସଂDzହ କରି ଖାଉdžଲା । forest ପଶୁପŁୀŋୁ ମż େସ ଶିକାର କରି ଖାଉdžଲା । ସୁତରାଂ େସ ହଜାର ବଷƽ ଏକ Ȅକାର

ସଂଗୃହକାରୀ ରୂପେର ଅବତୀୟ džଲା। େଯଉଁdžେର କି େସ ସୁଜାତନ ଏବଂ ମż ȄƱର ଯୁଗକୁ ବିତାଇdžଲା । ପୁରାତନ ȄƱର

ଯୁଗେର ମାନବ ସାଧାରଣତଃ ଯାଯାବର ଜୀବନଯାପନ କରୁdžେଲ। ଗଛେକାଇଡ଼ । ଭିତେର ତଥା େଖାଲାƳାନେର ରାǿିଯାପନ

କରୁdžଲା । େସେତେବେଳ ତୁଷାର ଯୁଗ džଲା। ଜŏଳେର ନିଆଁ ଲାଗିବା େଦବା ଏବଂ େପାଡ଼ିଯାଇdžବା ମାଂସକୁ ଆଧାର କରିବା

ଫଳେର େସ ନିଆଁର ବȻବƳା ତୁଷାର ଯୁଗର ଅବସାନ ସହିତ Ȅାଯ DZୀ.ପୂ. ଦଶ ହଜାର େବଳକୁ ବିକଶିତ ȄƱର ଯୁଗର ମż ଅବସାନ

େହାଇdžଲା। ଏହି ସମୟେର ଜଳବାୟୁେର ସାମାନȻ ପରିବŧƽନ େହାଇdžଲା। ପରିƸରୂପ ମżȄାଚୀନ ȄŽରଯୁĽ ସୃƨି

େହଲା।କାଳǰେମ େହେମା ସାପିଏସ ବା ଆଧୁନିକ ମାନବ ସୃƨି ଏବଂ ଏହାର ବହୁଳବଷƽ ପେର ମାନବ ଖାଦȻ ଉŬାଦନ କରି ଶିଲା

।ଖାଦȻ ଉŬାଦନକାରୀ ମାନବ ଭାବେର େସ କୃଷିକାଯƽȻ ଓ ପଶୁପାଳନ କଲା । ଏକ Ƴାୟୀ ବସତି Ƴାପନ ଆରƗ େହଲା।

େତଲାŏଘାଟି, ଭୀେମଟକା ଏବଂ ବାେଘାର ଆଦି Ƴାନେର ଖନନରୁ ମିଳିdžବା ଅବେଶଷ ଶରୁ Ȅମାଣିତ ହୁଏ େଯ ମżପୁƱର ଯୁଗ

େବଳକୁ ମଣିଷ Ƴାୟୀ ବସତି Ƴାପନ ଆରƗ କରିେଦଇdžଲା। େସହି ସମୟେର ମାନବର ଅଥƽେନୖତିକ ଜୀବନ ଖାଦȻେପୟ,

େପାଷାକପǿ, ବା ଶĽି ଓ ଭାଷାର ପରିȄକାଶେହାଇdžଲା। ଏପରିକି ଧାମǃକ ଜୀବନ ଓ ଚିǿକଳାେର ମż ମାନବର ନିପୁଣତା

Ȅକାଶିତ େହାଇdžଲା। ମżଯୁଗର େଶଷ ସୁŶା ମଣିଷ ଚକର ଉŹାବନ କରି ସାରିdžଲା। ଚǰ ସାହାଯȻେର ମାଟିପାǿ ନିମƽାଣ ଏବଂ

ପରିବହନ ବȻବƳା ସୁଗମ େହାଇdžଲା। ȄūତŨବିǘମାେନ ଏହି ଯୁଗକୁ Ȅାଚୀନ ȄƱର ଯୁଗ, ମż ȄƱର ଯୁଗ ଏବଂ ନୂତନ ଯୁଗ

ରୂେପ ବିଭାଜିତ କରିଛŽି ȄƱର ଯୁଗର େଶଷ େସାପାନକୁ ନୂତନ ȄƱର ଯୁଗ ରୂେପ ବťǃତ କରାଯାଏ । ପୃdžବୀ ପରିେȄŁୀରୁ

େଦDžେଲ ନୂତନ ȄƱର ଯୁଗ DZୀ.ପୂ. ୧୦,୦୦୦ରୁ ଆରƗ େହାଇ DZୀ.ପୂ. ୫୦୦୦ ଯାଏପରିବȻାƌ džଲା ଭାରତେର ନୂତନ ȄƱର

ଯୁଗ DZୀ.ପୂ. ୨୦୦୦ରୁ ଆରƗ େହାଇ DZୀ.ପୂ. ୪୦୦୦ ଯାଏ ପରିବȻାƌ džଲା। ଭାରତର େମହରଗଡ଼ଠାେର (ବŧƽମାନ ଏହା

ପାକିƱାନର େବଲୁଚିƳାନ ଜିơାେର ଅବƳିତ) ସବƽȄଥେମ ନୂତନ ȄƱର ଯୁଗର ସଭȻତା ଗଢ଼ି ଉଠିdžଲା । ଏହି ଯୁଗକୁ ନୂତନ ȄƱର

ଯୁଗ କୁହାଯାଇdžବାର କାରଣ େହଉଛି େଯ ଏହି ସମୟକାଳ େବଳକୁ ମଣିଷ ବିଭିƊ ଅବଶƲ ଏବଂ ଉପକରଣଗୁଡ଼ିକୁ ȄƱରେର

ତିଆରି କରି ମସୃଣ କରୁdžଲା ଏବଂ ଚକର ଉŹାବନ କରିବା ସହିତ ପଶୁପାଳନ, କୃଷି, ଗୃହନିମƽାଣ, ଲୁଗାବୁଣା ଆଦି ଶିŁା କରିdžଲା। .

DZୀ.ଅ. ୧୮୪୨େର ȎୀଯୁĽ ଏǡ. ଏǎ. କୃƫ ମହୀଶୂର ନିକଟƳ ଲିŏସୁଗୁରଠାେର ȄūତାŨିକ ଖନନŸାରା ନୂତନ ȄƱର ଯୁଗର

Ȅମାଣ ପାଇdžେଲ -ଅନȻ Ȅଧାନ ନୂତନ ȄƱର Ƴାନଗୁଡ଼ିକ େହଲା କାଶȯୀରର ବୁଲƽାେହାମ, ମାରିଶ ଏବଂ ଗୁŢକାରଳ, ଦŁିଣ

ଭାରତର Ȇƻଗିରି, ସŏମକୁର, ପିଖଲିଦାǡ, ମାଝ,ି ନାଗାଜୁƽନେକାŢା, ନରସିଂହପୁର ଆଦ ି ।

* ଓଡ଼ିଶାର ରାଧାନଗର ଗଡ଼ ( ଧମƽଶାଳା, ଜିơା-ଯାଜପୁର), େବୖଦିପୁର, ଖ, ଯଶିପୁର (ମୟୂରଭś ଜିơା), ସୁƃରଗଡ଼ Ȇାƻଣୀନଦୀ

ଉପତȻକାର ଅନୁଗୁଳ ଆଦି ଓଡ଼ିଶାର ନୂତନ ȄƱର ଯୁଗର ସଭȻତା Ƴଳୀ džଲା । DZୀ.ପୂ. ୫୦୦୦ େବଳକୁ ନୂତନ ȄƱର ଯୁଗର

େଲାେକ କୃଷି ଓ ପଶୁପାଳନ କରୁdžେଲ ।୧୯୬୦ DZୀ.ଅ.େର ଭି.ଡ଼ି. କୃƫƸାମୀ ଭାରତୀୟ ନୂତନ ȄƱର ଯୁଗକୁ ପାřେଗାଟି ଅřଳେର

ବିଭĽ କରିଛŽି। େସଗୁଡ଼ିକ େହଲା – (1) ଉŧର ଭାରତୀୟ ଅřଳ ଅଥବା କାଶȯୀର ଉପତȻକା, (2) ପୂବƽ ଭାରତୀୟ ଅřଳ, (3)

ଦŁିଣ ଭାରତୀୟ ଅřଳ ( େଗାଦାବରୀ ନଦୀର ଦŁିଣାřଳ), ‘(4) ମż ଭାରତୀୟ ଅřଳ (ଗŏାନଦୀର ଦŁିଣାřଳ), 15) ମ-ପୂବƽ

ଭାରତୀୟ ଅřଳ (ବିହାର ଓ ଓଡ଼ିଶା) ।

୧୯୩୫ DZୀ.ଅ.େର ବୁଲƽାେହାମȢାେର ȄūତାŨିକ ଖନନ କରାଯାଇdžଲା । ଏହି Ƴାନଗୁଡ଼ିକରୁ ଏକାଦିǰେମ ନୂତନ ȄƱର ଯୁଗର

ସଇଦା, (ଖ) ବୃହǘ ȄƱର ବȻବହାରକାରୀ ସଭȻତା ଏବଂ(ଗ) ଐତିହାସିକ ସମୟର ସଭȻତ ଆବିƦୃତ େହାଇdžଲା । ଏହି

Ƴାନଗୁଡ଼ିକେର ǿିƱରୀୟ ସଭȻତା ଗଢ଼ିଉଠିdžଲା; ଯଥା – ଅତି ନିମȪƱର, ମżƱର ଏବଂ ଉପର Ʊର ଭାରତେର ବିକଶିତ ଅLJକାଂଶ

ନୂତନ ȄƱର ଯୁଗୀୟ ସଭȻତାର Ȅମାଣ ଓ ନମୁନା ଦŁିଣ ଭାରତେର ମିଳିଛି । ଦାŁିଣାତାେର ରହିdžବା Ƴାନଗୁଡ଼ିକ ଯଥା – Ȇƻଗିରି,

ସŏମଜୁଲୁ , ମାƨି (ଜମƽାଟକ), ନାଗାଜୁƽନ େକାŢା, ପର (ଅƈȄେଦଶ), ପିୟାମାପƂୀ (କାƓଲି ନାଡୁ ) ଇତȻାଦ ି ମୁଖȻ ଅଟŽ ି ।

ମżଭାରତ ଏବଂ ଗାେŏୟ ଉପତȻକାřଳେର ମż ନୂତନ ȄƱର ଯୁଗର Ȅମାଣ ମିଳିଅଛି । ଏହି ଅřଳରୁ ଆବିƦୃତ ଦୁେହମ

ସଭȻତାର ସମୟ DZୀ.ପୂ. ୨୫୦୦ରୁ DZୀ.ପୂ. ୧୩୦୦ ମżେର Ȅତିƪିତ džଲା ।ଏକମାǿ Ƴାନ େହଉଛି ବିହାରର ସାଗଳ ଜିơାƳିତ

ବିନାର ।ଏହି Ƴାନରୁ ବକଚଳିଆ ȄƱର ଉପକରଣ, ହାଡ଼ ଓ ଶŏରୁ ନିମǃତ ସśାମ ଓ ଅƲଶƲ ଏବଂ ରŏିନ ମାଟିପାǿ ଆବିƦାର

େହାଇଛି । ମż ଏବଂ ପୂବƽ ଭାରତୀୟ ଅřଳେର ମż ନୂତନ ȄƱର ଯୁଗର Ȅମାଣ ମିଳିଅଛି । ଏହି Ƴାନଗୁଡ଼ିକ େହଲା ବିହାେର

ସିଂହଭୂମି ଜିơା, ଓଡ଼ିଶାର ମୟୂତଭś, େକଉଁଝର, ଅନୁଗୁଳ, ଯାଜପୁର ଆଦି ଜିơା ଏବଂ ଆସାମ ଇତȻାଦି। ପୂବƽ ଏବଂ ଉŧର

ଭାରତୀୟ ଅřଳ ଯଥା – ଆସାମ, ନାଗାଲାŢ, େମଘାଳୟ, ଅରୁଣାଚଳ ଆଦି Ȅେଦଶରୁ ମା ନୂତନ ȄƱର ଯୁଗୀୟ ସଭȻତା ଆବିƦୃତ

େହାଇଛି ।ପƢିମ ଏସିଆର ନୂତନ ȄƱର ଯୁଗର ସଭȻତାର ସମୟକାଳ ମżେର Ȅାୟତଃ DZୀ.ପୂ. ୧୦,୦୦୦ରୁ ୩୦୦୦ ମżେର

ସବƽବିଧ Ȅଗତି ସାLJତ େହାଇdžଲା ।ଏହି ସମୟ ମżେର କୃଷି ଓ ପଶୁପାଳନର ଆରƗ, ଚକ, ଲŏଳ, ତŽୁ ଆଦି ଅେନକ ଜିନିଷର

ଉŹାବନ । ବȻବହାର ଆରƗ େହାଇdžଲା । Ȅାଚୀନ ȄƱର ଯୁଗେର େଲାେକ କଠିନ ȄƱର ନିମǃତ ହƱ କୁଠାର, େଛଟିବା ପଥର,

ପତଳା ତଥା ଧାତୁଆ Ȅଭୃ ତି ଖŢ ଆଦି ଉପକରଣ ବȻବହାର କରୁdžେଲ । Ȅାଚୀନ ଏବଂ ମż-ȄƱର ଯୁଗେର ମଣିଷ Ȅକୃତି ଉପେର

ନିଭƽର କରି ବřୁdžଲା ତଥା େସ ଶିକାରୀ ଓ ସଂDzହକାର džଲା । ନୂତନ ȄƱର ଯୁଗେର େସ କିŽୁ ଉŬାଦନକାରୀ େହାଇଯାଇdžଲା

।ନୂତନ ȄƱର ଯୁଗେର ମଣିଷ ପଶୁପାଳନ କରିବା ଏବଂ େସମାନŋୁ ଚାଷ ଏବଂ ଅନȻାନȻ କାଯƽȻେର ନଗହ ଶିଖୁ ଯାଇdžଲା ।ନୂତନ

ȄƱର ଯୁଗେର ମଣିଷ Ƴାୟୀ ଏବଂ ଦଳବŶ ଭାବେର ବସବାସ କରିବାŸାରା େଗାƪୀଗତ ଜୀବନର ଅ େହାଇdžଲା ।ନୂତନ ȄƱର

ଯୁଗେର ମଣିଷର ଧମƽବିƤାସ ସୃƨି େହାଇସାରିdžଲା । େସ ପୃdžବୀ, ସୂଯƽȻ, ଚƄ, ବାୟୁ, ଅňି, କନ ନŁǿ ଆଦି Ȅକୃତିର ବିଭିƊ

Ƹରୂପŋ ଶĽିକୁ ଅନୁଭବ କରିdžଲା । .ନୂତନ ȄƱର ଯୁଗେର ମାନବର ଖାଦȻ ଓ େପାଷାକେର ପରିବରିତ େହାଇdžଲା । ପୁରାତନ

ଏବଂ ମż-ପୂର ଯୁଗର ମଣିଷମାେନ କřାମାଂସ ଓ ଫଳମୂଳ ଖାଇdžେଲ । କିŽୁ ନୂତନ ȄƱର ଯୁଗର ମଣିଷମାେନ ଚାଷ କରିବା ଏବଂ

ଶସȻ ଉŬାଦନ କରିବା ଶିଖଯାଇଥେର ।

ନୂତନ ȄƱର ଯୁଗେର କୃଷିର Ȅଗତି େହାଇdžଲା ।ଭାରତର ଉŧର-ପƢିମ ଅřଳ, ପୂବƽ ଭାରତ ଆřଳ, ମż-ଗାେDzସ ଅřଳ ଏବଂ

ଦŁିଣ ଭାରତେର କୃଷିକାଯƽȻ ଦଳନ ରୂେପ େଦଇdžଲା ।DZୀ.ପୂ. Ÿିତୀୟ ଏବଂ Ȅାଥମ ଶତାƑୀେର ଭାରତେର ତାȈଯୁଗର ସଭȻତା

ଗଢ଼ିଉଠିdžଲା । ♦ ପାକƳାନର କାଶ ସଂƯୃତି, ଚମȴଳ ନଦୀ ଅବବାହିକାେର କାୟƳ ସଂƯୃତି, ମାଳବ ଏବଂ ମżȄେଦଶର ମାଳବ

ସଭȻତା, ମହାରାƩର େହାର ସଭȻତା ଇତȻାଦି ତାȈ ଯୁଗର ସଂƯୃତି ଅେଟ । େଯେହତୁ ଏହି Ȅକାରର Ƴାନଗୁଡ଼ିକ େଖାଦନ

କରାଯାଇଛି, େତଣୁ େସଗୁଡ଼ିକ କାଳେର ଏକ Ȅାśଳ ବିଚାର ସୃƨି କରିପାରିଛୁ ।

♦ େସହି Ƴାନଗୁଡ଼ିକର ଅବƳିତ, ଅଥƽନୀତି, ଶବସଂƯାର ଏବଂ ଧମƽ ବିଶȭାସେର Ȅକାରେଭଦ ଜଣାପଡ଼ିଅଛି । ଉŧର Ȅେଦଶର

ବିଶାଳଳି (ବାଡାଉǜ ଜିơା) ଏବଂ ରାଜପୁର ପରଶୁ (ବିǤେନାର ଜିơା େଗୖରିକ ମାଟିପାǿ ସଂତିର ଦୁଇଟି ଦƨାŽ ଅେଟ । ୧୮୬୨

ମସିହାେର କାନପୁର ଜିơାେର ବିଠିରଠାେର ସବƽȄଥେମ ଏକ ତମȴା ଧାତୁ ନିମǃତ ଚିନିଷ ଯଥା ଏକ ତମȴା େଲଖା ଆବିƦୃତ େହାଇdžଲା

। ତା ପରଠାରୁ ୮୫ େଗାଟି Ƴାନେର Ȅାୟ ଏକ ହଜାର ସମା ନିମǃତ ଜିନିଷ ମିଳିସାରିଛି । । ୧୯୬୦ ମସିହାେର େଯାଧପୁରର

େନାହଠାେର ( ରାଜƳାନ) କଳା ଏବଂ କାଳ ମାଟିପାǿ ଆବିƦୃତ େହାଇdžଲା ।

* ଅଦିଛǿଠାେର ୧୯୪୬ ମସିହାେର ଚିǿିତ ଧୂପର ମାଟିପାǿ ସଭȻତାର Ȅଥମ ଆବିƦାର ପେର ପେର ଭିତରଭାରତର ବିଭିƊ

ଭାଗେର ଅସଂଖȻ Ƴାନେର ଏହି ସଭȻତାର ଅବƳିତିକୁ େଲାକେଲାଚନକୁ ଅଣାଯାଇପାରିଛି ।ମାଟିପାǿଗୁଡ଼ିକ କୁମାର ବଳେର ତିଆରି

କରାଯାଇdžଲା । ଏହି ପାǿଗୁଡ଼ିକ ଉŧମ ରୂପେର ଚକଟା ଯାଇdžବା ଚି ମାଟିେର ତିଆରି କରାଯାଇdžଲା। େସଗୁଡ଼ିକର ମଂଜ ବା ଚଳ

ମଧଭାଗ ପତଳା ରହୁdžଲା । ପୂବƽବତƽୀ ସଂƯୃତିଗୁଡ଼ିକ ପରି ଉŧରାřଳର କଳା ମାଟିପାǿ ସଂƯୃତି ମଧȰ ତାର ବିେଶଷ Ȅକାରର

ମାଟିପାǿରୁ ଚିƺିତ େହାଇଥାଏ । ଏହି Ȅକାରର ମାଟିପାǿ ତŁଶିଳାଠାେର ୧୯୩୦ ମସିହାେର Ȅଥେମ ଆବିƦୃତ େହାଇdžଲା । Ȅା.

ୟୁ. Ÿିତୀୟ ଏବଂ Ȅାଥମ ସହȐାହ େବଳକୁ ପƢିମ, େକƄୀୟ ଏବଂ ପୂବƽ ଭାରତେର ଅେନକଗୁଡ଼ିଏ ଆřଳିକ Ȅାଚୀନ କୃଷିଜୀବୀ ତାȈ

ବିକାଶ ଲାଭ କରିdžଲା । ଦŁିଣ ଭାରତର ତାȈ ସଂƯୃତି ȄƱର ଯୁଗର େଶଷ ପଯƽȻାୟେର ଆଗƗ େହାଇdžଲା ।Ȅାଚୀନ ମଣିଷŸାରା

ଆବିƦୃତ Ȅଥମ ଧାତୁ ଥୁଲା ତମȴା । ତମȴାର ବȻବହାର Ȅାୟ DZୀ.ପୂ. ୫୦୦୦ ବଷƽ ପୂେବƽ ସୁେମରିଆ ଏବଂ ଦŁିଣ କରାଳେର ଆରƗ

େହାଇdžଲା ସଂƯୃତି କାମ ସଂƯୃତି ସାରା ପୃdžବୀେର ପରିବȻାƌ େହାଇପାରିନdžଲା । ଅେନକ େଦଶର ନଦୀ ଉପତȻନାେର ତାȈ

ବିƱୃତି ଲାଭ କରିdžଲା ।େସଗୁଡ଼ିକ େହଲା ସƆି ୁନଦୀ ଅବବାହକି ାର ହରƯା ସଭȻତା, ନୀଳନଦୀ ଉପତȻକାର ଇଜପି ȡ ସଭȻତା ଇତȻାଦ ି

ପରିେଶଷେର ଧୀତର ସଂƯୃତିେର ବିଭିƊ ଧାତୁର ବȻବହାର Ȅତିଫଳନ େହାଇdžଲା, ଜୀବନର Ȅତିଟି େସାପାନେର । ଏହି ସମୟେର

ରାଜେନୖତିକ ଏବଂ ଆଥǃକ ଜୀବନ ଅଜା Ȅଗତିଶୀଳ ।

Post a Comment

0 Comments